ତାଜା ଖବର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍ ଙ୍କର୍ ଇସ୍ତଫା ଦାବିରେ, ସମ୍ବଲପୁର୍ ରେ ଗର୍ଜିଲା କୋଶଲ୍ ସେନା ।

ସମ୍ବଲପୁର;୨୧/୦୭(ମୋର୍ ସମିୟା)କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍ ଙ୍କର୍ ଇସ୍ତଫା ଦାବିରେ, ସମ୍ବଲପୁର୍ ରେ ଗର୍ଜିଲା କୋଶଲ୍ ସେନା ।ଦେଶର୍ ଶିକ୍ଷା ବ୍ୟବସ୍ଥାରେ ସ୍ଵଚ୍ଛତା ଏବଂ ଛାତ୍ରଛାତ୍ରୀ ଙ୍କ ନ୍ୟାୟ ସଙ୍ଗତ ଅଧିକାର୍ ଲାଗି ସମ୍ବଲପୁର୍ ରେ ରେଲି କରୁଥିବା ସମିଆରେ ଅଧାବାଟ୍ ନୁ କୋଶଲ୍ ସେନା କେ ଗିରଫ୍ କଲା ସମ୍ବଲପୁର୍ ପୁଲିସ୍ ! ଶିକ୍ଷାର୍ ସଂସ୍କାର ଲାଗି ତଥା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଇସ୍ତଫା ଲାଗି ଶିକ୍ଷାବିତ୍ ସୋନମ୍ ୱାଙ୍ଗ୍ ଚୁକ୍ ଙ୍କର୍ ୨୦ ଦିନ୍ ଆମରଣ୍ ଅନଶନ୍ ପରେ ସାରା ଦେଶରେ ଆଝିର୍ ସରକାର ବିରୋଧରେ ଭୟାବହ ଆନ୍ଦୋଳନ ଚାଲିଥିବା ସମିଆ ରେ ଶିକ୍ଷାମନ୍ତ୍ରୀ ଙ୍କର ସଂସଦୀୟ କ୍ଷେତ୍ର ସମ୍ବଲପୁର୍ ରେ ତାଙ୍କର ଇସ୍ତଫା ଦାବି କରି ଦୃଢ଼ ସାହାସ୍ ଆଉ ସଂଗ୍ରାମି ର ପରିଚୟ ଦେଲା କୋଶଲ୍ ସେନା । ଶିକ୍ଷା ବ୍ୟବସ୍ଥାର୍ ସୁଧାର ତଥା ଧର୍ମେନ୍ଦ୍ର ପ୍ରଧାନ ଙ୍କର ଇସ୍ତଫା ନାଇଁ ହେଲେ ଆଗକେ ଆହୁରି ଜୋରଦାର୍ ଆନ୍ଦୋଳନ୍ ହେବା କହୁଛନ୍ କୋଶଲ୍ ସଂଗ୍ରାମି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!