ତାଜା ଖବରଦେଶ ବିଦେଶ

ଓଡ଼ିଶା ର ନୂଆ ରାଜ୍ଯପାଳ ଭାବେ ଦାୟିତ୍ବ ନେବେ ବ୍ରଜ ମୋହନ ରାମ ।

ଭୁବନେଶ୍ଵର;୧୨/୧୦ (ମୋର୍ ସମିୟା) ଓଡ଼ିଶା ର ନୂଆ ରାଜ୍ୟପାଳ ହେଲେ ବ୍ରଜ ମୋହନ ରାମ । ଏନେଇ ସୋମବାର ରାଷ୍ଟ୍ରପତି ଭବନ ରୁ ବିଜ୍ଞପ୍ତି ଜାରି । ସେ ବର୍ତ୍ତମାନ ର ରାଜ୍ୟପାଳ ହରିବାବୁ କମ୍ଭମପାଟୀ ଙ୍କର ସ୍ଥାନ ନେବେ । ବ୍ରଜ ମୋହନ ରାମ ଜଣେ ଭାରତୀୟ ଜନତା ପାର୍ଟି (ବିଜେପି) ର ଜଣେ ନେତା ଓ ପୁର୍ବତନ ସାଂସଦ। ସେ ଝାରଖଣ୍ଡ ପାଲାମୁ ଲୋକସଭା ଆସନ ରେ ପ୍ରତିନିଧିତ୍ୱ କରି ୧୯୯୬, ୧୯୯୮,୧୯୯୯ ମସିହା ରେ ବିଜୟୀ ହେଇଥିଲେ । ୧୯୯୧ ରୁ ୧୯୯୫ ତକ୍ ବିହାର ବିଧାନସଭା ବିଧାୟକ ଭାବେ ବି କାମ କରିଛନ । କିନ୍ତୁ ସେ କେବେ ଶପଥ ଗ୍ରହଣ କରବେ ସେନେଇ ପରବର୍ତ୍ତୀ ସୂଚନା ଦିଆଯିବା । ଓଡ଼ିଶା ସାଙ୍ଗେ ଆଉ ୬ ଟା ରାଜ୍ୟ ରେ ରାଜ୍ୟପାଳ ଅଦଳ ବଦଳ । ସେ ରାଜ୍ୟ ମାନେ ହେଲା ଓଡ଼ିଶା,କେରଳ, ତାମିଲନାଡୁ, କର୍ନାଟକ, ଉତ୍ତରାଖଣ୍ଡ ଓ ସିକିମ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!