ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

ଧାନ୍ ଖାଏବାର୍ ଲୁଭେ ଘରର୍ ଝରକା ଭାଙ୍ଗି ପଶିଗଲା ହାତୀ

ଡରି ଗଲେ ସମସ୍ତେ

ବାଲେଶ୍ୱର;୨୫/୦୨(ମୋର୍ ସମିୟା)ନୀଳଗିରି ଅଞ୍ଚଲ୍ ରେ ଗୁଟେ ହାଥୀ ଗାଁ ଭିତର କେ ଆସି କରି ଆତଙ୍କ ସୃଷ୍ଟି କଲା। ଅଧା ରାତିରେ ହାଥୀ ଘର୍ ଭିତର୍ କେ ସମି କରି ଉତ୍ପାତ ମଚାଲା ହାତୀ ଇହାଦେ ଓଡିଶାରେ ଧାନ୍ ଘିନା ବିକା।

ସମିୟା ଚାଲିଛେ ସରକାର ମଣ୍ଡିରୁ ଧାନ ଘିନୁଛେ ହେଥିର ଲାଗି ଧାନ କେ ବସ୍ତା ରେ ଭରି କରି ଘରେ ରଖୁଛେ ଚାଷୀ,କାଏଲ୍ ରାତିର୍ ବେଲ୍ କେ ଗୋଟେ ଜଙ୍ଗଲୀ ହାଥୀ ନୀଳଗିରି ଅଞ୍ଚଲ୍ ର ଗୁଟେ ଘର୍ ବାହାରେ ଲୁହାର ଗ୍ରିଲ୍ ଭାଙ୍ଗି ଭିତରକେ ପାସଲା ଆରୁ ଉତ୍ପାତ କଲା। ଘରର୍ ଲୁକେ ରାଏତ୍ ସରା ହାତୀ କେ ଭଗାବାର କେ ଚେଷ୍ଟା କଲେ ହେଲେ ହାତୀ କିଛି ନାଇ ମାନଲା ଘର୍ ଭିତରେ ରଖିଥିବାର ଧାନ୍ କେ ନଷ୍ଟ କରି ଦେଲା ଆରୁ କିଛି କେଜି ଧାନ ଖାଇ ଦେଲା । ଭୟଭୀତ ଘରର୍ ଲୁକେ ତାଙ୍କର ଦୁଆରର୍ କବାଟ୍ ବନ୍ଦ କରି ହାଥୀର୍ ଉତ୍ପାତ ଦେଖୁଥିଲେ ଆରୁ ହାତୀ କେ ଧାନ ନାଇ ଖାଇବାର୍ ଲାଗି ଗୁହାରି କରି ଥିଲେ ହେଲେ ହାତୀ ନାଇ ମାନି କରି ଖାଇବାର ଥି ମୁଢ଼ାଲା, ଇ ସବୁ ଦେଖି ସବୁ ଗାଁ ଲୁକେ ଡ଼ରି କରି ଅଛନ,ଯେତେବେଲେ ହାତୀ ଜଙ୍ଗଲ ରୁ ବାହାରି ଆସେ ସେତେ ବେଲେ ଗାଁ ମାନକେ ଭି ଢୁକି ଜାଏସି ହେଥିର୍ ଲାଗି ବନ ବିଭାଗ ତରଫ୍ ରୁ ଗାଁ ଲୋକଙ୍କୁ ସତର୍କ ରହେବାର୍ ଲାଗି ପରାମର୍ଶ ଦେଉଛେ, ଗାଁ ଲୋକ ମାନେ ହାଥୀର୍ ଉତ୍ପାତ ଲାଗି ବହୁତ ଅସୁବିଧାର୍ ସମ୍ମୁଖୀନ ହେଉଛନ୍।

 

 

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!