ଜୀବନଚର୍ଯ୍ୟାତାଜା ଖବରରାଜନୀତି

ଦିଲ୍ଲୀ ନୁ ଫିରଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,୯୫ ହଜାର ନୁ ଅଧିକା ନିଯୁକ୍ତି ।

ନିବେଶକ ସମ୍ମିଳନୀ ରେ ହେଲେ ସାମିଲ୍ ।

୩ ଦିନିଆ ଦିଲ୍ଲୀ ଗସ୍ତ ନୁ ଫିରଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ନିବେଶକ ସମ୍ମିଳନୀ ରେ ହେଲେ ସାମିଲ୍ । ୧ ଲକ୍ଷ ୩ ହଜାର କୋଟି ନୁ ଅଧିକା ପୁଞ୍ଜିନିବେଶ । ସୃଷ୍ଟି ହେବା ୯୫ ହଜାର ରୁ ଅଧିକ ନିଯୁକ୍ତି ।

୩ ଦିନିଆ ଦିଲ୍ଲୀ ଗସ୍ତ ରେ ନିନେଶକ ସମ୍ମିଳନୀ ରେ ସାମିଲ୍ ହେଲେ,୧୫ ଟା ନିବେଶ ପ୍ରସ୍ତାବ ଆସିଥିବା ଜଣାପଡିଛେ, ବେକାରୀ ସମସ୍ୟା ଦୂର ହେବା ବଲି ଆଶା କରିଛନ ଜନତା ।

ଦିଲ୍ଲୀ ଗସ୍ତ ରେ ଜାଇ ଗୃହମନ୍ତ୍ରୀ ଅମିତ୍ ଶାହା କେ ଭେଟି ଥିଲେ ମୂଖ୍ୟମନ୍ତ୍ରୀ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!