ଲାଞ୍ଜିଗଡ଼ ଅଞ୍ଚଲ ନେ ପାଲନ୍ ହେଲା ମହାବିଷୁବ ସଂକ୍ରାନ୍ତି ଆଉ ହନୁମାନ ଜୟନ୍ତୀ ।
ପୋଖରୀବନ୍ଧ ହନୁମାନ ବାଟିକା ରେ ମାଁ ହୀରାନୀଲା ଷ୍ଟୋନ କ୍ରସର ତରଫ ନୁ ପଣା ବଣ୍ଟନ୍ ।

ଲାଞ୍ଜିଗଡ଼;୧୫/୦୪(ମୋର୍ ସମିୟା) ଇହାଦେ ଇବର୍ଷେ ପଣା ସଂକ୍ରାନ୍ତି ୧୪ ଅପ୍ରେଲରେ ପାଳିତ ହେଇଛେ ।ଏଇ ଦିନେ ଓଡ଼ିଆ ନୂଆଁ ବରଷ ବି ପାଲିତ ହୋଇଥିସି । ତ ପରମ୍ପରା ଅନୁସାରଥି ଏଦିନେ ପାଚଲା ବେଲ ସାଙ୍ଗେ ଭିନ୍ ଭିନ୍ ପ୍ରକାରର ଫଲରେ ପଣା ପ୍ରସ୍ତୁତ କରି ତୁଲସୀ ଚଉରା ଆଉ ହନୁମାନ ମନ୍ଦିର ମାନକେ ପ୍ରସାଦ ଭାବେ ଅର୍ପଣ କରାଯାଇ ଥିସି ଆଉ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଏଇଦିନେ ତୁଳସୀ ଚଉରାରେ ଠେକି ବସା ଯାଇଥିସି।ଆଉ ମାନ୍ୟତା ଅନୁଯାୟୀ ଏଇଦିନ ଭାରତ ବର୍ଷର୍ ଭିନ୍ ଭିନ୍ ରାଜ୍ୟରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ପାଲିତ୍ ହେଇଥିବାର୍ ବେଲେ ସେଇ ପରିପ୍ରେକ୍ଷୀରେ ସୋମବାର ଦିନେ କଳାହାଣ୍ଡି ଜିଲ୍ଲା
ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ହୀରାନୀଲା ଷ୍ଟୋନ୍ କ୍ରସର ତରଫନୁ ସ୍ଥାନୀୟ ହନୁମାନ ବାଟିକା ଠାନେ ଅଞ୍ଚଲବାସୀ ଶତାଧିକ ପଥଚାରି ମାନକେ ପଣା ବଣ୍ଟନ କରାଯାଇଥିଲା। ପୋଖରୀବନ୍ଧ ଷ୍ଟୋନ କ୍ରସର ଆଡ଼ୁ ରମେଶ ଚନ୍ଦ୍ର ସାହୁଙ୍କର୍ ଦ୍ୱାରା ଆୟୋଜିତ୍ ଏଇ କାର୍ଯ୍ୟକ୍ରମନେ ଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ତାଙ୍କର୍ ଧର୍ମପତ୍ନୀ ସୁପ୍ରଭା ପାତ୍ର, ଜଗନ୍ନାଥପୁର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ସାହୁ, ସାମ୍ବାଦିକ ସନ୍ତୋଷ କୁମାର ତୁଳ,ନିଲେଶ କୁମାର ନାଗ,ତୁଳସୀରାମ ପ୍ରଧାନୀ,ମଳୟ ବେନୁଆଁ,ମନୋଜ ଦୋରା ପ୍ରମୁଖ୍ ଯୋଗଦେଇଥିଲେ।ହନୁମାନ ବାଟିକାର୍ ଉପଦେଷ୍ଟା ମଣ୍ଡଲିର ସନାତନ ବିଶି,କୁଳମଣି ବାଣୁଆ, ବିକ୍ରମାଦିତ୍ୟ ବାରିକ,କର୍ଣ୍ଣ ମାଝୀ, ଜୟମନୀ ବେହେରା,ଶଙ୍କର ପ୍ରଧାନୀ ପ୍ରମୁଖ ପ୍ରମୁଖ୍ ଉପସ୍ଥିତ ଥିଲେ। ଇଥିନେ ବକଟପୁର ଯୁବକ ସଂଘର ସୁଧାଂଶୁ ଶେଖର ବାରିକ,କିଶୋର ସାହୁ, ମୁକେଶ ସାହୁ,ହେମନ୍ତ ବେହେରା,ରିଙ୍କୁ ବାରିକ,ଫକିର ଗଣ୍ଡା,ରୁନୁ ବେହେରା,ଅମିତ ବେହେରା ଆଉ ଅନ୍ୟାନେ ବି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।