ଖେଳଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ
ଯୁଦ୍ଧ ସ୍ଥିତି କେ ଦେଖିକରି ବନ୍ଦ ହେଲା ୨୦୨୫ ଆଇପିଏଲ ।
ଘୋଷଣା କଲା ବିସିସିଆଇ ।

ଅଧାନୁ ବନ୍ଦ ହେଲା ୨୦୨୫ ଆଇପିଏଲ । ଭାରତ ଓ ପାକିସ୍ତାନ ଭିତରେ ଲାଗିରହିଥିବାର ଯୁଦ୍ଧ ସ୍ଥିତି କେ ଦେଖିକରି ଘୋଷଣା କଲା ବିସିସିଆଇ । ଆଜି ବୈଠକ ପରେ ବନ୍ଦ କରାଗଲା ୨୦୨୫ ଆଇପିଏଲ । ବର୍ତମାନ ସୁଧା ୫୭ ଟା ମ୍ୟାଚ୍ ସରିଜାଇଛେ । ବାକି ରହିଛେ ଆଉ ୧୬ ମେଚ। ଗଲା କାଲି ଧର୍ମଶାଳା ରେ ହେଉଥିବାର ମେଚ କେ ବି ଯୁଦ୍ଧ ର କାରଣ ରୁ ଅଧା ରୁ ବନ୍ଦ କରାଯାଇଥିଲା । ବାକି ମେଚ କେବେ ଖେଲା ଯିବା ସୂଚନା ନାଇ ଦେଇ ବିସିସିଆଇ । ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦ ରହିଲା ୨୦୨୫ ଆଇପିଏଲ ।
ମେ ୨୫ ରେ ହେବାର କେ ଥିଲା ଫାଇନାଲ ମେଚ । ଯୁଦ୍ଧ କରଣ୍ ରୁ ବନ୍ଦ ।