
ବଲାଙ୍ଗିର;୨୧/୦୪(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ତୁଷ୍ଟପାଲି ଗାଁ ନ ଛେଲ୍ ଚରେଇ ଯେଇ ଥିବାର ବେଲେ ଚଡକ୍ ମାରିକରି ଜନେ ମୃତ ଓ ଜନେ ଗୁରୁତର । ମୃତକ ଜଣକ ହେଲେ ସ୍ନେହଲତା ବୁଡେକ । ତାଙ୍କୁ ଡ଼ାକ୍ତରଖାନା ରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।ଓ ଗୌରାଙ୍ଗ ବୁଡେକ୍ ନାମକ ଜଣେ ବ୍ୟକ୍ତି ତାଙ୍କର ସାଙ୍ଗେ ସେ ବି ଛେଲ୍ ଚରାବାର୍ କେ ଯାଇଥିଲେ ସେ ବି ଗୁରୁତର ହେଇଛନ ତାଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛେ । ଛେଲ୍ ଚରାବାର୍ ବେଲେ ହଠାତ୍ ଧୁକା ଗରେଲ୍ ଆସିଥିଲା ଚଡ଼କ ବୀଜଲି ମାରବାର ନୁ ଛେଲ୍ ଗହଡ଼ି କରି ଆନବାର୍ ସମିୟା ରେ ଘଟିଗଲା ଏନ୍ତା ଗୁଟେ ଦୁଃଖ ର ଘଟଣା ।
ପାଟଣାଗଡ଼ ସରମୁହାନ ରେ ବି ଜନେକର ଜୀବନ ନେଇଛେ ଚଡ଼କ । ମୃତକ୍ ଜଣକ ହେଲେ ଗଙ୍ଗାଧର ଧାରୁଆ । ଗଙ୍ଗାଧର ଖେତେ ଟ୍ରାକ୍ଟର ରେ କାମ କରୁଥିବାର ସମିୟା ରେ ମାରିଛେ ଚଡ଼କ । ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହେଇଥିବାର ସୂଚନା ।
ଗୁଟେ ପରେ ଗୁଟେ ଜୀବନ ନେଇଚାଲିଛେ ଅଦିନିଆ ଧୁକା ଗରେଲ୍।