
ଗୁଜୁରାଟ;୦୩/୦୬(ମୋର୍ ସମିୟା)ଆଜି ଆଇପିଏଲ ର କଡ଼ା ଟକ୍କର। ରୟାଲ ଚେଲେଞ୍ଜର୍ଷ ବେଙ୍ଗାଲୁରୁ ଆର୍ ପଞ୍ଜାବ କିଙ୍ଗସ୍ ଭିତରେ ଗୁଜୁରାଟ ନରେନ୍ଦ୍ର ମୋଦି ଖେଲ ପଡିଆ ରେ ଆରମ୍ଭ ହେବା ଫାଇନାଲ ଖେଲ । ଦୁଇ ଟିମ୍ ଭିତରୁ ଯିଏ ବି ଯିତବା ନେବା ପହେଲା ଥର ଲାଗି ଟ୍ରଫି । ଆର୍ କେତେ ଘଣ୍ଟା ଗଲେ ଆରମ୍ଭ ହେଇଯିବା ଖେଲ୍। ସବୁ କ୍ରିକେଟ ପ୍ରେମୀ ଙ୍କର ମନେ ଅଛେ ଆଜି ଉସତ। ବେଙ୍ଗାଲୁରୁ ଆଜି ଚାରି ନମ୍ୱର୍ ଥର ଫାଇନାଲ କେ ପହଞ୍ଚି ସାରିଛେ । ଆଗରୁ ୨୦୦୯,୨୦୧୧,୨୦୧୬ ରେ ଯାଇଥିଲା ଫାଇନାଲ। ଠିକ୍ ହେନ୍ତା ପଞ୍ଜାବ ବି ୨ ନମ୍ବର ଥର ଫାଇନାଲ ଖେଲୁଛେ । ଉଭୟ ଟିମ୍ କେଭେ ବି ନାଇ ନେବାର ତାଲି ଆଇପିଏଲ ଟ୍ରଫି । ଆଜି କେନ୍ ଦଲ୍ ର ଖେଳାଳି କେନ୍ତା ଖେଲ୍ ପ୍ରଦର୍ଶନ କରବେ ଆର୍ କେନ୍ ଦଲ ନେବା ଆଇପିଏଲ୍ ଟ୍ରଫି ରହିଛେ ସମସ୍ତଙ୍କର ନଜର । କ୍ରିକେଟ ପ୍ରେମୀ ଙ୍କର କହିବାର ଅନୁସାରେ ବେଙ୍ଗାଲୁରୁ ର ବ୍ୟାଟିଂ ଆର୍ ବୋଲିଂ ଦୁଇଟା ଦମଦାର ଥିବାର ବେଲକେ,ପଞ୍ଜାବ ର ବୋଲିଂ ରହିଛେ ଟିକେ ଦୁର୍ବଳ। କିନ୍ତୁ ଦେଖବାର ବାକି ରହିଲା ଆଜି କେନ୍ ଟିମ୍ କରୁଛନ କେନ୍ତା ପ୍ରଦର୍ଶନ।