ଖେଳତାଜା ଖବରଦେଶ ବିଦେଶମନୋରଞ୍ଜନ

୧୮ ବଛର୍ ପରେ ଆଇପିଏଲ୍ ଟ୍ରଫି ଜିତଲା ଆରସିବି ।

ପଞ୍ଜାବ କେ ହରାଲା ୭ ୱିକେଟ୍ ରେ ।

ଗୁଜୁରାଟ;୦୪/୦୬(ମୋର୍ ସମିୟା) ଗଲା କାଲି ଗୁଜୁରାଟ ନରେନ୍ଦ୍ର ମୋଦି ଖେଲ ପଡିଆ ରେ ରୟାଲ ଚାଲେଞ୍ଜର୍ଷ ବେଙ୍ଗାଲୁରୁ ଆର୍ ପଞ୍ଜାବ କିଙ୍ଗସ୍ ଭିତରେ ହେଇଥିଲା କଡ଼ା ଟକ୍କର। ଆର୍ ଇ ଖେଲ ରେ ବାଜି ମାରିନେଲା ଆରସିବି । ୧୮ ବଛର୍ ର ଅନ୍ତ ଘଟଲା, ଟ୍ରଫି ଜିତଲା ଆରସିବି। ଆଇପିଏଲ ଇତିହାସ ରେ ଜୁଡ଼ି ହେଲା ଫେର ଗୁଟେ ଟିମ୍ ର ନାଁ । ଖେଲ ରେ ପହେଲା ଆରସିବି ବ୍ୟାଟିଂ କରି ୯ ୱିକେଟ୍ ରେ ୧୯୦ ରନ କରିଥିଲା । ଇ ତାର ପାଲଟା ଜବାବ ରେ ପଞ୍ଜାବ ୭ ୱିକେଟ୍ ରେ ୧୮୪ ରନ କରିଥିଲା । ଇ ତାର ପୂର୍ବରୁ ଆରସିବି ୨୦୦୯,୨୦୧୧,୨୦୧୬ ରେ ଯାଇଥିଲା ଫାଇନାଲ,କିନ୍ତୁ ହେଇଥିଲା ପରାଜୟ ର ଶିକାର। ଇ ଥର ଫେର ଥରେ ଯାଇଥିଲା ଫାଇନାଲ, ରଜତ ପାଟିଦାର ଙ୍କର ନେତୃତ୍ୱ ରେ ଆରସିବି ବିନ୍ଧଲା ବିଜୟ ର ମୁକୁଟ। ୧୯୧ ରନ ର ଟାର୍ଗେଟ ରେ ପଞ୍ଜାବ ଉତରି ଥିଲା ମଇଦାନ କେ । ପହେଲା ପ୍ରୀୟଂଶ ୨୪ ରନ କରି ଆଉଟ୍ ହେଇଥିଲେ ପରେ ପରେ ପ୍ରଭସିମନର ୨୬ ରନ କରି ଆଉଟ୍ ହେଇଥିଲେ ପରେ ଶ୍ରେୟସ ଆୟର ୧ ରନ ରେ ଆଉଟ୍ ହେବାର ପରେ ପଞ୍ଜାବ କେ ଲାଗିଥିଲା ଗୁଟେ ବଡ଼ ଝଟକା। ପଞ୍ଜାବ ୭ ୱିକେଟ୍ ରେ ୧୮୪ ରନ କରିଥିଲା । ବୋଲିଙ୍ଗ ରେ କୁନାଲ ପାଣ୍ଡିଆ ୪ ଓଭର ରେ ୨ ୱିକେଟ୍ ୧୭ ରନ ଦେଇଥିଲେ,ୟସ ଦୟାଲ ୩ ଓଭର ରେ ୧୮ ରନ୍, ଭୁବନେଶ୍ଵର କୁମାର୍ ୪ ଓଭର ରେ ୩୮ ରନ ସାଙ୍ଗେ ୨ ୱିକେଟ୍ । ବେଙ୍ଗାଲୁରୁ ପହେଲା ବ୍ୟାଟିଂ କରି ସଲ୍ଟ ୧୬ ରନ,ରଜତ ପାଟିଦାର ୨୬,ବିରାଟ କୋହଲି ୪୩ ରନ୍, ମୟଙ୍କ ଅଗ୍ରୱାଲ ୨୪ ରନ କରିଥିଲେ। ବେଙ୍ଗାଲୁରୁ ୯ ୱିକେଟ୍ ରେ ୧୯୦ ରନ କରିଥିଲେ ।

ଶେଷ କେ ବେଙ୍ଗାଲୁରୁ ଦୀର୍ଘ ୧୮ ବର୍ଷ ର ଅପେକ୍ଷା ପରେ ପିନ୍ଧିଛେ ବିଜୟ ର ମୁକୁଟ, ବେଙ୍ଗାଲୁରୁ କେ ଭଲ ପାଉଥିବାର କ୍ରିକେଟ ପ୍ରେମୀ ଓ ବିରାଟ ଙ୍କର ଶୁଭେଛୁ ଙ୍କର ମନ୍ ରେ ନାହିନଥିବାର ଖୁସି ଦେଖବାର କେ ମିଲିଥିଲା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!