ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତିସ୍ପେସାଲ୍ ରିପୋର୍ଟ

ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରେ ବର୍ଷା ବର୍ଷିଲେ ପୋଲିସ ଉପରେ ।

ପୋଲିସ ଆର୍ ପଦ୍ମପୁର ବିଧାୟିକା ମୁହାଁମୁହିଁ।

ବରଗଡ଼;୦୫/୦୬(ମୋର୍ ସମିୟା) ଓଡ଼ିଶା ର ଭାତ୍ ହାଣ୍ଡି କୁହାଯାଉଥିବାର ବରଗଡ଼ ଜିଲ୍ଲା ର ଚାଷୀ ଏବେ ନିରାଶ । ସରକାର ଅଭେଲା କରୁଥିବାର ଅଭିଯୋଗ ଆନଲେ ନେତା, ନେତ୍ରୀ । ଅଦିନିଆ ବର୍ଷା ରେ ସବୁ ଧାନ ଭିଜି କରି ହେଇଗଲାନ ଗଜା । ଧାନ ବିକି ନାଇପାରବାର ଚାଷୀ । ବର୍ଷା ଉଜଡେଇ ଦେଲା ଚାଷୀ ର ଫସଲ। ଚାଷୀ କେ ଜଲଦି କ୍ଷତିପୂରଣ ଦାବି ରେ ବିଜୁ ଜନତା ଦଳ ତରଫରୁ ପଦମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ରିତା ସାହୁ,ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ କର୍ମକର୍ତ୍ତା ଆସି ଜିଲ୍ଲାପାଳ କେ ଦାବିପତ୍ର ଦେବାର କେ ଆସିଥିଲେ । କିନ୍ତୁ ଜିଲ୍ଲାପାଳ ଭିଶି ମିଟିଂ ରେ ଥିବାର ନୁ ନେତା ଓ କର୍ମୀ ମାନେ ରାଗିକରି ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ଭିତରେ କେ ଢୁକିକରି ନାରାବାଜି କରିଥିଲେ । ଇ ସମିୟା ରେ ପୋଲିସ ଆର୍ ପଦମପୁର ବିଧାୟିକା ବର୍ଷା ସିଂ ବରିହା ମୁହାଁମୁହିଁ ହେବାର ସାଙ୍ଗେ ବହୁତ୍ ଯୁକ୍ତିତର୍କ ହେଇଥିଲା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!