
ବଲାଙ୍ଗିର;୦୪/୦୨(ମୋର୍ ସମିୟା) ୟୁଜିସି ଆଇନ୍ ବିରୋଧ କରି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ବିରୋଧ ପ୍ରଦର୍ଶନ କଲେ ବ୍ରାହ୍ମଣ ମହାସଭା । ଗଲା କାଲି ମହାସଭା ର କର୍ମକର୍ତ୍ତା ମାନେ ୟୁଜିସି କେ ପ୍ରତ୍ୟାହାର ଦାବି ରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କର ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଛନ । ସ୍କୁଲ କଲେଜ ରେ ଇ ନିୟମ ଆନି ସରକାର୍ ଭୁଲ୍ ପଦକ୍ଷେପ ନେଇଛନ । ଇ ନିୟମ ରେ ସାଧାରଣ ବର୍ଗ ର ପିଲା କେ ଅନେକ ଅସୁବିଧା ର ସମ୍ମୁଖୀନ ହେବାର ପଡବା । ଯଦି ସରକାର ଇ ଆଇନ କେ ପ୍ରତ୍ୟାହାର ନାଇ କଲେ ଆଗାମୀ ଦିନ ରେ ବିରାଟ ଆନ୍ଦୋଳନ ଦେଖାଯିବା ବଲି ଚେତାବନୀ ଦେଇଛନ ବ୍ରାହ୍ମଣ ମହାସଭା ର ସଦସ୍ୟ ସଦସ୍ୟା ।




