ଜୀବନଚର୍ଯ୍ୟାତାଜା ଖବର

ଆଏବା କାଲି ବାହାରିବା +୨ ରେଜଲ୍ଟ ।

ଅପେକ୍ଷା ର ଅନ୍ତ ଘଟଲା।

ଭୁବନେଶ୍ୱର;୨୦/୦୫(ମୋର୍ ସମିୟା) ଆଜି ସକାଳୁ ବିଦ୍ୟାଳୟର ଓ ଗଣଶିକ୍ଷ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଥିଲେ କି ଆଏବାର ୨ ଦିନ ଭିତରେ +୨ ରେଜଲ୍ଟ ବାହାରିବା । ଅପେକ୍ଷା ର ଅନ୍ତ ଘଟଲା। ବୁଧୁବାର ଅର୍ଥାତ୍ ମେ ୨୧ ରେ ଆସୁଛେ ରେଜଲ୍ଟ। ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦର। ଆଏବା କାଲିର ବେଲବୁଡ଼ା ୪ ବଜେ ଆସବା ରେଜଲ୍ଟ। ଥରେକେ କଳା,ବାଣିଜ୍ୟ, ବିଜ୍ଞାନ ର ଆସବା ରେଜଲ୍ଟ। ମେ ୧ ରୁ ସରିଥିଲା ନ ଖାତା ଦେଖା । ଫେବଆରୀ ୧୮ ରୁ ମାର୍ଚ୍ଚ ୨୮ ତକ୍ ହେଇଥିଲା +୨ ପରୀକ୍ଷା। ୩ ଲକ୍ଷ ୯୩ ହଜାର ୬୧୬ ଛାତ୍ର ଛାତ୍ରୀ ଦେଇଥିଲେ ପରୀକ୍ଷା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!