ତାଜା ଖବର

ବଲାଙ୍ଗିର ରେ ମାଓ କେମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ।

ବଲାଙ୍ଗିର ପୁଲିସ କେ ମିଲା ସଫଳତା ।

ବଲାଙ୍ଗିର;୧୬/୦୫(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ୍ ର ଗନ୍ଧମାର୍ଦନ ପାହାଡ଼ ଓ ତୁରେକେଲା ବ୍ଳକ୍ ର ଛତ୍ରଦାଣ୍ଡି ପାହାଡ଼ ରେ ମାଓବାଦୀ ଙ୍କର ଗତିବିଧି ଉପରେ ବିଶେଷ ସୂତ୍ର ନୁ ପୋଲିସ କେ ମିଳିଥିଲା ଖବର । ଖବର ପାଇଲା ପରେ ପୋଲିସ ତରଫ ନୁ ହେଇଥିଲା ପାହାଡ଼ ଭିତରେ ଜୋରଯାର ସର୍ଚ୍ଚ ଅପରେସନ । ଇ ସର୍ଚ୍ଚ ଅପରେସନ ରେ ମାଓ କେମ୍ପ୍ ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛେ ପୋଲିସ । କିନ୍ତୁ ମାଓ କେମ୍ପ ରୁ ମାଓବାଦୀ ପଲେଇଯାଇ ଥିବାର ସୂଚନା ମିଲିଛେ ।

ବଲାଙ୍ଗିର ପୁଲିସ କେ ବଡ଼ ମିଲା ସଫଳତା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!