
ଆଜି ଦୁବାଇ ରେ ହେଇ ଥିବାର ଭାରତ-ନ୍ୟୁଜିଲାଣ୍ଡ ଦମଦାର ଲଢେଇ ନେ ବାଜି ମାରିନେଲା ଭାରତ।ଦେଖୀ ଗୁମ୍ ହେଇ ଦେଲା ନ୍ୟୁଜିଲାଣ୍ଡ।
ଟସ୍ ଜିତି କରି ନ୍ୟୁଜିଲାଣ୍ଡ ପହେଲା ବ୍ୟାଟିଂ ର ନିଷ୍ପତି ନେଇଥିଲା,୫୦ ଓଭର ରେ ୭ ୱିକେଟ୍ ନେଇ କରି ୨୫୧ ରନ୍ କରିଥିଲା ନ୍ୟୁଜିଲାଣ୍ଡ ଟିମ୍ ।
୨୫୧ ରନ୍ ର ବାଜିମାତ ଲାଗି ମଇଦାନ କେ ଉତ୍ରୀ ଥିଲେ ରୋହିତ ଆଉ ଗିଲ୍, ରୋହିତ ଶର୍ମା ୭୬ ରନ୍ ରେ ଆଉଟ୍ ହେଇ ଥିବାର ବେଲେ,କେଏଲ୍ ରାହୁଲ ୩୪ ଶୁଭନମ ଗିଲ ୩୧ ରନ୍ କରିଥିଲେ ।
୪୯ ଓଭର ନେ ୪ ଟା ୱିକେଟ୍ ରେ ଚମ୍ପିୟାନ ଟ୍ରଫି ନିଜର ନା ରେ କରି ଦେଇଛେ ଭାରତୀୟ କ୍ରିକେଟ ଟିମ୍ ।
ଦୀର୍ଘ ୧୨ ବର୍ଷ ପରେ ଚମ୍ପିୟାନ ଟ୍ରଫି ନେଇ ଥିବାର ଭାରତୀୟ ଟିମ୍ କେ ଚାରି ଆଡୁ ପ୍ରଶଂସା ସାଙ୍ଗେ କ୍ରିକେଟ ପ୍ରେମୀ ଙ୍କର ମନେ ବଢେ ଗହକି ।