ଜୀବନଚର୍ଯ୍ୟାତାଜା ଖବରବୁଲେଟିନସ୍ପେସାଲ୍ ରିପୋର୍ଟ

ଶହୀଦ ବୀର ଯବାନ ଙ୍କର ସ୍ମୃତି ରେ

ଦୃଷ୍ଟି ସେବା ସଂଗଠନ ତରଫରୁ ବୃକ୍ଷ ରୋପଣ

ବରଗଡ଼: ୬ ବରଷ ପୁରି ଜାଇଛେ ସତ୍ ହେଲେ କିଏ ଭୁଲି ପାରବ ସେହି ଦିନ୍ କେ ଯେନ୍ ଦିନ(୧୨-୦୨-୨୦୧୯) ପୁଲବାମା ଏଟେକ୍ ରେ ଦେଶ ହରେଇ ଥିଲା ବୀର ଯବାନ ଙ୍କୁ ସେହି ବୀର୍ ଯବାନ ଯିଏ ନିଜର ଘର୍ ଛାଡ଼ି ନିଜର ଜୀବନ କେ ବାଜି ଲଗେଇ ଦେଶ ର ସେବା ରେ ଲାଗି ଥିଲା ସେ ସହୀଦ ବୀର ଯବାନ ଙ୍କର୍ ସ୍ମୃତି ରେ
ଦୃଷ୍ଟି ସେବା ସଂଗଠନ ବରଗଡ଼ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଇଥିଲା ସଭାପତି ଦିବ୍ୟ ମଲ୍ଲୀକ,ଉପସଭାପତି ମାନସ କୁମ୍ଭାର,ସଂପାଦକ ଆଶିଷ ବାଗ, 
ସହ ସଂପାଦକ କ୍ରିଷ୍ଣା ବାଗ୍ ଆରୁ ଅନ୍ୟାନ୍ୟ ତାଙ୍କର ସହଯୋଗୀ ଙ୍କର ସାଙ୍ଗେ ବୃକ୍ଷରୋପଣ କରି ଆଗାମି ଦିନ୍ ରେ ଲୋକ କେନ୍ତା କରି ସଚେତନ ହେବେ ସମାଜ କେ ବାର୍ତ୍ତା  ଦେଇ ଥିଲେ ।

 

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!