ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶରାଜନୀତି

ଅପରେସନ ସିନ୍ଦୂର ର ସଫଳତା ଓ ଯବାନ ଙ୍କର ପରାକ୍ରମ କେ ନେଇ ବାହାରଲା ତ୍ରିରଙ୍ଗା ଶୋଭାଯାତ୍ରା ।

ଶୋଭାଯାତ୍ରା ରେ ଯୁଡ଼ି ହେଲେ ମୁଖ୍ୟମନ୍ତ୍ରୀ ଙ୍କର ସାଙ୍ଗେ ଅନେକ ନେତା ।

ଭୁବନେଶ୍ୱର;୧୪/୦୫(ମୋର୍ ସମିୟା) ଆଜି ସକାଲୁ ଭୁବନେଶ୍ବର ର କଳିଙ୍ଗ ଷ୍ଟାଡିୟମ ନୁ ମଟରସାଇକେଲ ରେ ବାହାରି ଥିଲା ତ୍ରିରଙ୍ଗା ଶୋଭାଯାତ୍ରା।ଅପରେସନ ସିନ୍ଦୂର ର ସଫଳତା ଓ ଯବାନ ଙ୍କର ପରାକ୍ରମ କେ ନେଇ କରି ବାହାରିଥିଲା ଶୋଭାଯାତ୍ରା । ଇ କାର୍ଯକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତାକା ଦେଖେଇ ଆରମ୍ଭ କରିଥିଲେ । ଇ କାର୍ଯକ୍ରମ ରେ ଅନେକ ନେତା ମନ୍ତ୍ରୀ, ପୋଲିସ, ସଧାରଣ ଜନତା ବି ହେଇଥିଲେ ସାମିଲ । ମଟରସାଇକେଲ ରେ ବସିକରି ହାତେ ଜାତୀୟ ପତକା ଧରି ବନ୍ଦେ ମାତାରମ ନାରା ରେ କମ୍ପି ଥିଲା ସହର ।

ମୁଖ୍ୟମନ୍ତ୍ରୀ ମୋହନ ଚରମ ମାଝି କହିଛନ୍ ଆମର ଭାରତୀୟ ସେନା ସିନ୍ଦୂର ର ମର୍ଯ୍ୟାଦା ରକ୍ଷା କରିଛନ । ଦେଶର ବୀର ଯବାନ କେ ମୁଇ ସମ୍ମାନ ଯାନାଉଛେ କହିଛନ୍ ମୋହନ । ପ୍ରଧାନମନ୍ତ୍ରୀ ମୋଦି ଙ୍କର ନେତୃତ୍ୱ ନେ ଆମେ ସବୁ ଭାରତୀୟ ନିରାପଦ । ଶତ୍ରୁ ର କଡ଼ା ଜବାବ ଦେଇଛନ୍ ଆମର ବୀର ଯବାନ କହେଲେ ମୁଖ୍ୟମନ୍ତ୍ରୀ ।

ଇ କାର୍ଯକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ, ସ୍ଵାସ୍ଥ୍ୟ ମନ୍ତ୍ରୀ‌ ଡ଼ଃ.ମୁକେଶ ମହଲିଙ୍ଗ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରବିନାରାୟଣ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବିଂଶି ସୁରଜ ଇତ୍ୟାଦି ଅନେକ ନେତା ମନ୍ତ୍ରୀ ଯୋଗ ଦେଇଥିଲେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!