ଜୀବନଚର୍ଯ୍ୟାତାଜା ଖବର
ଜିଲ୍ଲାପାଳ, ଆଇପିଏସ ଙ୍କର ଛୁଟି ବାତିଲ କଲେ ରାଜ୍ୟ ସରକାର ।
ଛୁଟି ରେ ଥିଲେ କାର୍ଯ୍ୟ ରେ ଯୋଗ ଦେବାର କେ ନିର୍ଦ୍ଦେଶ ।

ଭୁବନେଶ୍ୱର;୧୦/୦୫(ମୋର୍ ସମିୟା) ଭାରତ – ପାକିସ୍ତାନ ଭିତରେ ଲାଗିରହିଛେ ଯୁଦ୍ଧ । ଇ ସମିୟା ରେ ଓଡ଼ିଶା ରେ ବି ଜାଗା ଜାଗା ରେ କରାଯାଇଛେ କଡ଼ାକଡ଼ି ବ୍ୟବସ୍ଥା । ଯାହାକେ ଦୃଷ୍ଟି ରେ ରଖି ଆଜି ସବୁ ଜିଲ୍ଲାପାଳ, ଆରଡିସି, ଆଇପିଏସ ଅଫିସର ଙ୍କର ଛୁଟି ବାତିଲ କଲେ ରାଜ୍ୟ ସରକାର। ଜେନ ସରକାରୀ ବାବୁ ମାନେ ଛୁଟି ରେ ଅଛନ ସେମାନେ ତୁରନ୍ତ କାର୍ଯ୍ୟାଳୟ ରେ ଯୋଗ ଦେବାର କେ ନିର୍ଦ୍ଦେଶ ଦେଇଛନ ସରକାର । ହେଡକ୍ୱାଟର ନାଇ ଛାଡବାର କେ ନିର୍ଦ୍ଦେଶ ଦେଲେ ସରକାର ।
ଗୃଗ ବିଭାଗ ର ସଚିବ ଚିଠି ମାଧ୍ୟମ ରେ ପୋଲିସ ଡ଼ିଜି କେ ଦେଲେ ସୂଚନା।