ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

ଜୟ ନାରାୟଣ ମିଶ୍ର ଙ୍କର ମନ୍ତବ୍ୟ କେ ନେଇ ପ୍ରତିକ୍ରିୟା ରଖଲେ ନରସିଂହ ମିଶ୍ର

କୋଶଲ୍ କେ ନେଇ ବିବାଦ୍

ଜୟ ନାରାୟଣ ମିଶ୍ର ସୁଭଦ୍ରା ସଭା ରେ କହିଥିଲେ ଓଡ଼ିଶା ରେ ମିଶବାର ଆମର ଐତିହାସିକ ଭୁଲ ଆଏ,ଇ କଥା କେ ନେଇ ରାଜ୍ଯ ରାଜନିତୀ ସାଙ୍ଗେ ସାରା ଓଡ଼ିଶାରେ ରେ ଜୋର ଧରିଛେ ଆନ୍ଦୋଲନ ।

କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର;ଜୟ ନାରାୟଣ ମିଶ୍ର ଙ୍କ ର ପ୍ରତିକ୍ରିୟା କେ କିଛି ଭୁଲ୍ ନାଇ କହି କହେଲେ ଶ୍ରୀ ମିଶ୍ର । ରାଜ୍ଯ ସରକାର ଅନେକ ସମିୟା ରେ ପଶ୍ଚିମ ଓଡିଶା କେ ଅବହେଳିତ କରାଯାଉଛେ, ଜେନ ସରକାର ଥିଲେ ବି ପଶ୍ଚିମ ଓଡ଼ିଶା କେ ଅବହେଳା କରାଯାଉ ଥିବାର ନେଇ ସରକାର କେ କଲେ ଟାର୍ଗେଟ ।
ଉତ୍କଳ କହିଲେ କଟକ, ପୁରୀ, ବାଲେଶ୍ଵର କହିଥିଲେ ଜୟନାରାୟଣ ଆଉ ଇ କଥା କେ ସମର୍ଥନ କଲେ ନରସିଂହ ।
ଜେନମାନେ ସ୍ଵତନ୍ତ୍ର ରାଜ୍ୟ ହଉ ବଲି ଦାବି କରୁଛନ ମୁଇ ବିରୋଧ ନାଇ କରେ ।

ପଶ୍ଚିମ ଓଡ଼ିଶା ପ୍ରତି ଜେନ ପ୍ରକାର ବୈମାତୃକ ମନୋଭାବ ଦେଖାଯାଉଛେ ନିଶ୍ଚିତ ଭାବେ ଓଡ଼ିଶା ଦୁଇ ଭାଗ ହେଇ ଯିବ କଥା କହିଲେ କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!