ଜୀବନଚର୍ଯ୍ୟାତାଜା ଖବର

କଡ଼ା ସୁରକ୍ଷା ବଳୟ ରେ ସମ୍ବଲପୁର ସହର, ଚାରିଆଡେ଼ ପୋଲିସ ଛାଉଣୀ ।

ଜଗିଛନ ୩୫ ପ୍ଲାଟୁନ୍ ପୋଲିସ୍ ।

ସମ୍ବଲପୁର;୧୪/୦୪(ମୋର୍ ସମିୟା) ଆଜି କଡ଼ା ସୁରକ୍ଷା ଭିତରେ ସମ୍ବଲପୁର ରେ ପାଳନ ହେବାର କେ ଯାଉଛେ ହନୁମାନ ଜୟନ୍ତି । ୩୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ। ଡ୍ରୋନ୍ ସିସିଟିଭି ମାଧ୍ୟମ ରେ ଚାଲିଛେ ଚେକିଙ୍ଗ। ସାରା ରାଜ୍ୟ ରେ ୨୦୦ ପ୍ଲାଟୁନ୍ ପୋଲିସ୍ ସାଙ୍ଗେ ୪୦ ଡ୍ରୋନ୍ ୬୦୦ ସିସିଟିଭି ରେ କଡ଼ା ନଜର ରଖିଛେ ପୋଲିସ।

ଟ୍ରାଫିକ କଟକଣା; ସମ୍ବଲପୁର ରେ ଟ୍ରାଫିକ କଟକଣା ଜାରି ଧନୁପାଲି ନୁ ଟାଉନ୍ ଭିତର କେ ଦିନର୍ ୩ ରୁ ରାତି ୯ ବଜେ ତକ୍ ବନ୍ଦ। ଧନକଉଡ଼ା ରୁ ଟାଉନ୍ କେ ୩ ରୁ ରାତି ୨ ବଜେ ତକ୍ ବନ୍ଦ। ଅଇଁଠାପାଲି ନୁ ୪ ରୁ ୧୧ ତକ୍ ବନ୍ଦ। ରେମେଡ ରୁ ଟାଉନ୍ ୪ ରୁ ରାତି ୧୦ ବଜେ ତକ୍ ବନ୍ଦ । ଟ୍ରାଫିକ ଯାମ୍ ନାଇ ହେବା ବଲି କରାଯାଇଛେ ଇ ସବୁ ବ୍ୟବସ୍ଥା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!