ଜୀବନଚର୍ଯ୍ୟାତାଜା ଖବରରାଜନୀତି
ଏପ୍ରିଲ୍ ୨୪ ରେ ମିଲବା ସୁଭଦ୍ରା ଟଙ୍କା ।
ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଏପ୍ରିଲ୍ ୨୪ ରେ ମିଲବା ସୁଭଦ୍ରା ହିତାଧିକାରୀ କେ ମିଲବା ସୁଭଦ୍ରା ଟଙ୍କା । ପଞ୍ଚାୟତିରାଜ ଦିବସ ରେ ପୁରୀ ନୁ ସୁଭଦ୍ରା ଟଙ୍କା ଦେବେ ରାଜ୍ୟ ସରକାର । ଗଲା କିଛି ଦିନ ଆଗରୁ ଉପ ମୁଖ୍ୟମନ୍ତ୍ରୀ କହିଥିଲେ ଅଯୋଗ୍ୟ ହିତାଧିକାରୀ ଙ୍କର ସର୍ଭେ ପରେ ମିଲବା ତୃତୀୟ କିସ୍ତି ଟଙ୍କା । ଅବଦନକାରି ଙ୍କର ଭିତରୁ ଜେନ ମାନେ ଯୋଗ୍ୟ ସେମାନେ ପାଇବେ ସୁଭଦ୍ରା ଟଙ୍କା । ତୃତୀୟ କିସ୍ତି ପରେ ଜେନ ମାନକେ ୨୧ ବରସ ହେଇ ଜାଇଥିବା ତାଙ୍କର ଲାଗି ବି ସୁଭଦ୍ରା ଓପନ ରହିବା କହିଥିଲେ ଉପ ମୁଖ୍ୟମନ୍ତ୍ରୀ। ୧ କୋଟି ୬୪ ହଜାର ମହିଳା ସୁଭଦ୍ରା ଯୋଜନା ର ଦୁଇଟା କିସ୍ତି ରେ ପାଇଛନ ଟଙ୍କା । ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବାର ହିତାଧିକାରୀ କେ ଦୁଇଟା କିସ୍ତି ରେ ୧୦ ହଜାର ଟଙ୍କା ମିଲବା । ମୋଟ୍ ୧ ଲକ୍ଷ ୭୦ ହଜାର ମହିଳା କେ ଥରେକେ ମିଲବା ଟଙ୍କା ।
ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।