ଜୀବନଚର୍ଯ୍ୟାତାଜା ଖବର

ପାଟଣାଗଡ଼ କଚେରି ଛକେ ଦଁଦଁ ଜଲିଗଲା ଗାଡ଼ି ।

ଟିକେ ଟିକେ କେ ବଞ୍ଚିଗଲେ ଦୁଇ ଜଣ ।

ବଲାଙ୍ଗିର;୨୩/୦୫(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କଚେରି ଛକେ ଚାଲା ଗାଡ଼ି ରେ ଲାଗଲା ନିଆଁ। ଟିକେ ଟିକେ କେ ବଞ୍ଚିଗଲେ ଦୁଇ ଜଣ । ଜଲଖିଆ ଖାଇ ଆସିଥିବାର ସମିୟା ରେ ଗାଡ଼ି ରେ ଲାଗିଥିଲା ନିଆଁ। ସେମାନେ ଦୁଇ ଜଣ ଇଣ୍ଡିଆନ ବ୍ୟାଙ୍କ ର କର୍ମଚାରୀ ବଲି ଜଣାପଡ଼ିଛେ । ଗାଡ଼ି ଚାଲକ ସୁବୋଧ ବକୁଳ। ଖବର ପାଇ କରି ଅଗ୍ନିଶମ ବାହିନୀ ଆସିକରି ଗାଡ଼ି ଲିଭେଇ ଥିଲେ । କିନ୍ତୁ ଗାଡ଼ି ଜଲିକରି ସମ୍ପୂର୍ଣ୍ଣ ପୁଡ଼ି ଯାଇଛେ । ଗାଡ଼ି ଚାଲକ ଙ୍କର କହିବାର ହିସାବେ ଗାଡ଼ି ଚଲଉଥିବାର ବେଲେ ତାଙ୍କୁ ଗାଡ଼ି ଗରମ୍ ଲାଗିଥିଲା । ସେ ଗାଡ଼ି ନୁ ଉତରି ଦେଲା ପରେ ଗାଡ଼ି ରେ ସାଙ୍ଗେସାଙ୍ଗ ନିଆଁ ଲାଗି ଯାଇଥିଲା । ଟିକେଟିକେ କେ ବଞ୍ଚିଗଲା ଦୁଇ ଜଣଙ୍କର ଜୀବନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!