ତାଜା ଖବରରାଜନୀତି

ବିଜେପି ରେ ମିସଲା ପରେ ଜୟ ଙ୍କର ପ୍ରତିକ୍ରିୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେଇ ବିଜେପି ରେ ମିସଲି ।

ରାଜ୍ୟ ରାଜନୀତି ରେ ବଡ଼ ହଲଚଲ ।

ନୂଆପଡ଼ା;୧୨/୧୦(ମୋର୍ ସମିୟା) ବିଜେପି ରେ ମିସଲା ପରେ ପ୍ରତିକ୍ରିୟା ରଖିଛନ୍ ଜୟ ଢୋଲକିଆ। ସେ କହିଛନ ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେଇ ମୁଇ ବିଜେପି ରେ ଯୋଗ ଦେଲି । ନୂଆପଡ଼ା ପ୍ରତି ବାପା ଙ୍କର ଅଧୁରା ସପନ୍ ଆର୍ ନୂଆପଡ଼ା ଜିଲ୍ଲା କେ ୧ ନମ୍ୱର୍ ଜିଲ୍ଲା କାରବାର ଲାଗି ବିଜେପି ରେ ସାମିଲ୍ ହେଲି । ମତେ ଦଳ ଜେନ କାମ ଦେବା ତାହାକେ ମୁଇ ନିଷ୍ଠା ସାଙ୍ଗେ କାମ କରମୀ । ବାପା ଙ୍କର ଦଶାହ କାର୍ଯ ରେ ଶପଥ ନେଇଛେ ଶେଷ ନିଃଶ୍ୱାସ ଥିବାର ତକ୍ ସମାଜ ସେବା କରମୀ । ବସନ୍ତ ପଣ୍ଡା ମୋର୍ ପିତୃତୁଲ୍ୟ ଲୋକ ବଲି ପ୍ରତିକ୍ରିୟା ଦେଇଛନ ଜୟ ଢୋଲକିଆ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!