
ଭୁବନେଶ୍ଵର;୨୧/୦୮(ମୋର୍ ସମିୟା) ପୋଲିସ ବିଭାଗ କେ ଆର୍ ଶକ୍ତିଶାଳୀ କରବାର ଲାଗି ଆଇଏସ୍ ସ୍ତର ରେ ବଡ଼ ଅଦଲବଦଲ ।
୨୦୨୩ ବ୍ୟାଚ ର ବରିଷ୍ଠ ଆଇପିଏସ ଅଧିକାରୀ ହିମାଂଶୁ ଲାଲ ଙ୍କୁ ଅର୍ଥନୈତିକ ଅପରାଧ ଶାଖା ର ନୂଆ ଆଇଜି ଭାବେ ନିଯୁକ୍ତି । ଗୁଇନ୍ଦା ବିଭାଗ ର ଆଇଜି ଭାବେ ଆଇପିଏସ ସତ୍ୟବ୍ରତ ଭୋଇ। ଆଇପିଏସ ନୀତି ଶେଖର ଙ୍କୁ ପୋଲିସ ମୁଖ୍ୟାଳୟ ର ଆଇଜି ।ଜୟ ନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ପୋଲିସ ଆଇଜି । ଚରଣସିଂହ ମୀନା ଙ୍କୁ ଉତ୍ତରାଞ୍ଚଳ ଡିଆଇଜି । ଆଶିଷ ସିଂ ଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି । ଆଇନ ଶୃଙ୍ଖଳା ପରିସ୍ଥିତି କେ ଆହୁରି ସୁଦୃଢ଼ କରିବା ଲାଗି ଅଭିଜ୍ଞ ଓ ବଶିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ଦାୟିତ୍ୱ।



