ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମନୋରଞ୍ଜନରାଜନୀତି

ଅଯୋଧ୍ୟା ରେ ରାମଲାଲା ଙ୍କ ଦର୍ଶନ କଲେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

୩ ଦିନିଆ ଗସ୍ତ ରେ ଓଡ଼ିଶା ମୂଖ୍ୟମନ୍ତ୍ରୀ

ଆଜି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଯୋଧ୍ୟା ଜାଇ ରାମଲାଲା ଙ୍କ ର ଦର୍ଶନ କରିଛନ, ଓଡ଼ିଶା ବାସି ଓ ଭାରତ ବାସି ଙ୍କ ର ଶୁଭକାମନା କରିଥିବାର ଗଣମାଧ୍ୟମ ରେ କହିଛନ ।

ଓଡ଼ିଶା ରୁ ଅନେକ ଶ୍ରଦ୍ଧାଳୁ ଶ୍ରୀ ରାମ ଙ୍କର ଦର୍ଶନ ଲାଗି ଯାଉଥିବାର ଲାଗି, ଓଡ଼ିଶା ଭବନ କରଵାର ଲାଗି ଉତ୍ତର ପ୍ରଦେଶ ସରକାର କେ ପ୍ରସ୍ତପା ଦେଇଛନ, ଇ ଥିର ଲାଗି ଜମି ଦେବାର କେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙଙ୍କୁ ଅନୁରୋଧ କରିଛନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!