ତାଜା ଖବରଦେଶ ବିଦେଶ

ଗଜାନନ ଯୁବକ ସଂଘ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳନ।

କଳାହାଣ୍ଡି;୧୫/୦୮ ( ମୋର୍ ସମିୟା) କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରା.ପ ଗଜନନ ଯୁବକ ସଂଘ ଭୋଇରମୁଣ୍ଡା ଦ୍ଵାରା ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଛି। ଉକ୍ତ ଉତ୍ସବରେ ଅତିଥି ରୂପେ ସଂଘ ସଭାପତି ଗିରିଧାରୀ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ , ପ୍ରାଥମିକ ବିଦ୍ୟାଳୟ ସହ ଶିକ୍ଷକ ଲମ୍ବୋଦର ସାହୁ, ସ୍କୁଲ ସଭାପତି ଖୁସିରାମ ସାହୁ, ମହାଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ବାଧିନତା ଦିବସ ପାଳନ ର ମହତ୍ତ୍ଵ ଉପରେ ଜଳନ୍ଧର ସାହୁ , ଯେମନ୍ତ ସାହୁ ମତବ୍ୟକ୍ତ କରିଥିଲେ। ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗୱାଡ଼ି ଛାତ୍ର ଛାତ୍ରୀ ଗ୍ରାମବାସୀ,ସଂଘ ସମ୍ପାଦକ ଅଶୋକ ସାହୁ , ସଙ୍ଗ ସଦସ୍ୟ ଉପସ୍ଥିତ ଥିଲେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!