ଟିଟିଲାଗଡ଼ ଓ ପାଟଣାଗଡ଼ କେନ୍ଦ୍ର ବିଦ୍ୟାଳୟ ର ସ୍ଥାୟୀ କେମ୍ପସ୍ ର ଭୂମି ପୂଜନ ଓ ଅସ୍ଥାୟୀ କେମ୍ପସ୍ ର ହେଲା ଉତଘାଟନ ।
ଉତଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବଲାଙ୍ଗିର;୧୯/୦୪(ମୋର୍ ସମିୟା) ଆଜି ଦିନିକିଆ ବଲାଙ୍ଗିର ଗସ୍ତ ରେ ଆସିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଟିଟିଲାଗଡ଼ ଓ ପାଟଣାଗଡ଼ କେନ୍ଦ୍ର ବିଦ୍ୟାଳୟ ର ସ୍ଥାୟୀ କ୍ୟାମ୍ପସ୍ ର ଭୂମି ପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ ର ହେଲା ଉତଘାଟନ । ବଲାଙ୍ଗିର ଜିଲ୍ଲା ର ଶିକ୍ଷା ର ବିକାଶ ଲାଗି ୧୨୦ କୋଟି ନୁ ଅଧିକା ଟଙ୍କା ଡବଲ ଇଞ୍ଜିନ ସରକାର ହାତ କେ ନେଇଛନ କହିଛନ୍ ଶିକ୍ଷାମନ୍ତ୍ରୀ । ସାରା ଦେଶ ରେ ୮୫ ଟା କେନ୍ଦ୍ର ବିଦ୍ୟାଳୟ ର ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର୍ ଓ ସେଥିରୁ ୮ ଟା ଓଡ଼ିଶା ଲାଗି ଥିଲା । ଓ ଓଡ଼ିଶା ର ୮ ଟା କେନ୍ଦ୍ର ବିଦ୍ୟାଳୟ ନୁ ବଲାଙ୍ଗିର ଜିଲ୍ଲା ର ପାଟଣାଗଡ଼ ଓ ଟିଟିଲାଗଡ଼ ଲାଗି ପ୍ରସ୍ତାବ ଥିଲା । ସବୁ ବିଦ୍ୟାଳୟ ଲାଗି ୩୦ କୋଟି ଟଙ୍କା ମଞ୍ଜୁର କରିଛନ ସରକାର । ତେବେ ଇ ଦୁଇଟା କେନ୍ଦ୍ର ବିଦ୍ୟାଳୟ ନିର୍ମାଣ ହେବାର ତକ୍ ଟିଟଲାଗଡ଼ ର ବ୍ଳକପଡ଼ା ଓ ପାଟଣାଗଡ଼ ର ଇଟିଇଆଇ ରେ ଅସ୍ଥାୟୀକେମ୍ପ କରାଯାଇଛେ ।
ଇ ଦୁଇଟା କେନ୍ଦ୍ର ଵିଦ୍ୟାଲୟ ଲାଗି ୬୦ କୋଟି ଦେବାର ସାଙ୍ଗେ ବଲାଙ୍ଗିର ଜିଲ୍ଲା ର ୨୧ ଟା ସ୍କୁଲ୍ କେ ପିଏମ୍ ସ୍କୁଲ୍ ରେ ବିକଶିତ କରା ଯାଇଛେ ।ସେଥିରେ ଲାଗି ସବୁ ସ୍କୁଲ୍ କେ ୨ କୋଟି ଟଙ୍କା ଦିଆଜାଇଛେ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କେ ୨୦ କୋଟି ଟଙ୍କା ପିଏମ୍ ଭାଷା ଯୋଜନା ରେ ଦିଆଯାଇଛେ ।
ଇ ଅଞ୍ଚଳ ରେ କେନ୍ଦ୍ର ବିଦ୍ୟାଳୟ ଖୁଲବାର ଦ୍ଵାରା ଉଚ୍ଚମାନର ଶିକ୍ଷା ସାଙ୍ଗେ ଅଞ୍ଚଳ ର ବିକାଶ ହେବା କହିଛନ ଧର୍ମେନ୍ଦ୍ର ପ୍ରଧାନ । ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେ ଧନ୍ୟବାଦ୍ ବି ଜନେଇଛନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।