ତାଜା ଖବରରାଜନୀତି

ଜୁନ୍ ୨୩ ରୁ ପଞ୍ଚାୟତ ଉପ ନିର୍ବାଚନ ।

୪୩ ସରପଞ୍ଚ ୨୭୨ ୱାର୍ଡ ମେମ୍ବର ଲାଗି ହେବା ଭୋଟ ।

ଭୁବନେଶ୍ୱର;୨୧/୦୫(ମୋର୍ ସମିୟା) ଆଏବାର ଜୁନ୍ ୨୩ ନୁ ମୁଲ ହେବା ପଞ୍ଚାୟତ ଉପ ନିର୍ବାଚନ। ୪୩ ସରପଞ୍ଚ ୨୭୨ ୱାର୍ଡସଭ୍ୟ ଲାଗି ହେବା ଭୋଟ । ଆଏବାର ୨୬, ୨୮, ୨୯, ୩୦, ୩୧ ତାରିଖ ଦିନର୍ ୧୧ ବଯେ ନୁ ବେଲବୁଡ଼ା ୩ ବଜେ ତକ୍ ହେବା ନାମାଙ୍କନ ଦାଖଲ। ସରପଞ୍ଚ ପ୍ରାର୍ଥୀ ଲାଗି ବ୍ଳକ୍ କାର୍ଯ୍ୟାଳୟ ଓ ୱାର୍ଡ ମେମ୍ୱର ଲାଗି ପଞ୍ଚାୟତ କାର୍ଯ୍ୟାଳୟ ରେ ଭରବେ ନାମାଙ୍କନ। ଜୁନ୍ ୨ ରେ ଯୋଗ୍ୟ ପ୍ରାର୍ଥୀ ଙ୍କର ନା ବାହାରିବା । ଜୁନ୍ ୨୩ ତାରିଖ ସକାଲ ୭ ନୁ ବେଲା ର ୧ ବଜେ ତକ୍ ହେବା ମତଦାନ । ୨୪ ତାରିଖ ସକାଲୁ ମୁଲ ହେବା ଭୋଟ ଗନ୍ତି। ଆଏବାର ୨୨ ତାରିଖ ବ୍ଲକ୍ ଓ ପଞ୍ଚାୟତ ରେ ନୋଟିସ ଲଗାଯିବ ।

ରାଜ୍ୟ ନିର୍ବାଚନ କମିଶନ ପକ୍ଷ ରୁ ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!