ତାଜା ଖବର

ବ୍ରିଜ ର କାନ୍ଥି କେ ପିଟି ଲେହେଟି ଗଲା ସିଆରପିଏଫ୍ ଗାଡ଼ି ।

ଅତାବିରା ଦମଦମା ବ୍ରିଜ ରେ ଅଘଟଣ ।

ବରଗଡ଼;୧୭/୦୪(ମୋର୍ ସମିୟା) ଅତାବିରା ଦମଦମା ବ୍ରିଜ ରେ ଦୁର୍ଘଟଣା ହେଲା ସିଆରପିଏଫ୍ ଗାଡ଼ି । ସମ୍ବଲପୁର-ବରଗଡ଼ ୫୭ ନମ୍ୱର୍ ଜାତୀୟ ରାଜପଥ ଅତାବିରା ଦମଦମା ବ୍ରିଜ ର କାନ୍ଥି କେ ପିଟିହେଇ ଲେହେଟି ପଡ଼ିଥିଲା ବୋଲେରୋ। ଦୁର୍ଘଟଣା ର ଖବର ପାଇ ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ଆହତ ଯବାନ ମାନଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେ ନେଇଥିଲେ । ପରେ ବୁର୍ଲା ଭିମସାର ସ୍ଥାନାନ୍ତର କରିଥିଲେ । ସେମାନେ ଛତିଶଗଡ଼ ୨୧୭ ବାଟାଲିୟନ ଯବାନ ଥିଲେ ବଲି ଜଣାପଡ଼ିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!