
ବଲାଙ୍ଗିର;୦୩/୦୧(ମୋର୍ ସମିୟା) ବଲାଙ୍ଗିର ତୁଷୁରା ତେଲ ନଦୀ ପୁଲିଆ ତଲୁ ମିଲା ମଲା ଦେହେ । ମୃତକ ହେଲେ ଦେଉଲଗୁଡି ଗାଁ ର ନଟରାଜ ଥାନାପତି। ମୃତ୍ୟୁ ପରେ ପରିବାର ଲୋକ ଆନିଛନ ହତ୍ୟା ଅଭିଯୋଗ। ଆର୍ ଗୁଟେ ମାସ ଗଲେ ଥିଲା ମୃତ ନଟରାଜ ଙ୍କର ବିହାଘର। ବିହାଘର ମାସେ ଆଗରୁ ବ୍ରିଜ ତଳୁ ମଲା ଦେହେ ମିଲବାର କେ ନେଇ ବଢୁଛେ ସନ୍ଦେହ । ଘଟଣା ସ୍ଥଳରେ ସାଇନଟିଫିକ ଟିମ୍ ଆର୍ ତୁଷୁରା ପୋଲିସ ପହଞ୍ଚି ମୁଲ କରିଛନ ତଦନ୍ତ।




