ତାଜା ଖବର

ସମ୍ବଲପୁର ଅଇଁଠାପାଲି ଛକେ ଦୁର୍ଘଟଣା,ଚାଲିଗଲା ପୂର୍ବତନ ଏଡ଼ିଏମଓ ଙ୍କର ଜୀବନ।

ମରଣଯନ୍ତା ପାଲଟିଛେ ଅଇଁଠାପାଲି ଛକ୍।

ସମ୍ବଲପୁର;୧୯/୦୫(ମୋର୍ ସମିୟା) ସମ୍ବଲପୁର ଅଇଁଠାପାଲି ଛକେ ଦୁର୍ଘଟଣା। ସମ୍ବଲପୁର ଜିଲ୍ଲା ପୂର୍ବତନ ଏଡିଏମ୍ଓ ଡ଼ଃ. ଭରତ ଚନ୍ଦ୍ର ଦାସ ଙ୍କର ଚାଲିଗଲା ଜୀବନ । ଆଜି ୧୧ ବଜେ ଭରତ ଚନ୍ଦ୍ର ଦାସ ସ୍କୁଟି ରେ ଯାଉଥିବାର ସମିୟା ରେ ଅଇଁଠାପାଲି ଛକେ ତାହାକୁ ଟ୍ରକ୍ ଧକ୍କା ଦେଇଥିଲା । ଧକ୍କା ଦେବାର ପରେ ମୁଡେ ଚଢ଼ି ଯାଇଥିଲା ଟ୍ରକ୍ । ଘଟଣା ସ୍ଥଳରେ ହିଁ ଚାଲିଯାଇଥିଲା ଭରତ ଙ୍କର ଜୀବନ । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି କରି ଫେରାର ମାରିଛେ ଡ୍ରାଇଭର। ସ୍ଥାନୀୟ ଲୋକେ ଅଇଁଠାପାଲି ପୋଲିସ କେ ଖବର ଦେଲା ପରେ ପୋଲିସ ଆସି ମୃତ ଦେହ କେ ଜବତ କରବାର ସାଙ୍ଗେ ଶବ ବ୍ୟବଚ୍ଛେଦ ଲାଗି ପଠେଇ ଦେଇଛେ।

ଘଟଣା ସ୍ଥଳରୁ ଟ୍ରକ କେ ପୋଲିସ ଜବତ କରିଛେ । ଡ୍ରାଇଭର କେ ଧରବାର କେ ତଦନ୍ତ ଆରମ୍ଭ କରିଛେ ପୋଲିସ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!